www.samajalive.in
Monday, December 15, 2025
27.1 C
Bhubaneswar

ପୋପ୍‌ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ସମାଜ ଡିଜିଟାଲ ଡେସ୍କ: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ଭାଟିକାନ ସିଟିର ପୋପ୍‌ ଫ୍ରାନ୍‌ସିସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଏହି ଅବସରରେ ପୋପ୍‌ଙ୍କ ସହ ସାକ୍ଷାତ ସମୟର ମୁହୂର୍ତ୍ତକୁ ମନେ ପକାଇ ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଲେଖିଛନ୍ତି, ପୋପ୍‌ ଫ୍ରାନସିସଙ୍କ ନିଧନ ତାଙ୍କୁ ଗଭୀର ଆଘାତ ଦେଇଛି। ଦୁଃଖ ଏବଂ ସ୍ମରଣର ଏହି ମୁହୂର୍ତ୍ତରେ ବିଶ୍ଵସ୍ତରର କ୍ୟାଥୋଲିକ ସମ୍ପ୍ରଦାୟ ପ୍ରତି ସେ ସମବେଦନା ଜଣାଉଛନ୍ତି। ପୋପ ଫ୍ରାନସିସଙ୍କୁ ବିଶ୍ଵବ୍ୟାପୀ ଲକ୍ଷ ଲକ୍ଷ ଲୋକ ସର୍ବଦା କରୁଣା, ବିନମ୍ରତା ଏବଂ ଆଧ୍ୟାତ୍ମିକ ସାହଦର ପ୍ରତୀକ ରୂପେ ମନେରଖିବେ। ଛୋଟ ବୟସରୁ ହିଁ ସେ ଖ୍ରୀଷ୍ଟ ଧର୍ମର ଆଦର୍ଶକୁ ସାକାର କରିବା ଲାଗି ନିଜକୁ ସମର୍ପିତ କରିଦେଇଥିଲେ।

- Advertisement -

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories