www.samajalive.in
Friday, December 12, 2025
15.1 C
Bhubaneswar

ନବନିର୍ମିତ ମେଡିକାଲ ଛାତରୁ ଖସିଲା ବଡ଼ ପ୍ଲାଷ୍ଟରଖଣ୍ଡ

ଆରଡି: ଭଦ୍ରକ  ଜିଲା ଆରଡିପୀରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ନବନିର୍ମିତ ମେଡିକାଲ କୋଠାରେ ରୋଗୀ ଚିକିତ୍ସା ଚାଲୁଥିବା ସମୟରେ ହଠାତ୍ ଛାତରୁ ବଡ଼ ପ୍ଲଷ୍ଟରଖଣ୍ଡ ଖସିଛି। ଫଳରେ ଜଣେ ଷ୍ଠାଫଙ୍କ ସହ ତିନି ଜଣ ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।  ସୋମବାର  ଶ୍ରାବଣୀ ଉତ୍ସବ ପାଇଁ ମେଡିକାଲ ପରିସର ଭିଡ ରହିଥିଲା। ଏହି ଘଟଣା ଘଟିବା ପରେ ଭୟଭିତ ହୋଇ ରୋଗୀ ଓ  ଷ୍ଟାଫ୍ ବାହାରକୁ ପଳାଇଆସିଥିଲେ। ସୂଚନା ଅନୁଯାୟୀ ଗତ ୬ମାସ ହେବ ନବ ନିର୍ମିତ କୋଠାକୁ ସ୍ଥାନାନ୍ତର ହୋଇଥିଲା  ମେଡିକାଲ। ହେଲେ ସୋମବାର ଏପରି ଘଟଣା ଘଟିବା ପରେ ନିର୍ଣାଣ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏପରି ଘଟଣା ଘଟିଥିଲେ ମଧ୍ୟ ସମ୍ପୃକ୍ତ ସ୍ଥାନକୁ କାର୍ଯ୍ୟରତ ଡାକ୍ତର ଛାଡି ପଳାଇ ଯିବା ଘଟଣା ଅନେକଙ୍କ ଆଶ୍ଚର୍ଯ୍ୟ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories