www.samajalive.in
Monday, December 15, 2025
26.1 C
Bhubaneswar

ପ୍ଲାଜମା ଦାନ କଲେ ୫ଜଣ, ବିଭିନ୍ନ ମହଲରେ ଶୁଭେଚ୍ଛା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକର ବିିଭିନ୍ନ ଅଞ୍ଚଳର ୫ଜଣ ବ୍ୟକ୍ତି ଆଜି ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ନିଜର ପ୍ଲାଜ୍‍ମା ଦାନ କରିଛନ୍ତି। ପ୍ଲାଜ୍‍ମା ଦାନ କରିଥିବା ବ୍ୟକ୍ତିମାନେ ହେଲେ ରାଇକିଆ ବ୍ଳକ ଇନ୍ଦ୍ରଗଡ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରୂପେଶ କୁମାର ସାହୁ, ବଟକୃଷ୍ଣ ସ୍ୱାଇଁ, ପଞ୍ଚାନନ ସାହୁ, ଦୀପଲ ସାହୁ ଏବଂ ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ବଡବାରବା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ରବିଚନ୍ଦ୍ର ନାୟକ। ଏକ ଆରୋଗ୍ୟ ଟିମର ଡ଼ାକ୍ତର ପବିତ୍ର ମୋହନ ବିଶ୍ୱାଳ ଓ ଫାର୍ମାସିଷ୍ଟ ରୁପେଶ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ୫ ଜଣ ପ୍ଳାଜମା ପ୍ରଦାନ କରିଥିବା ବେଳେ ସେମାନଙ୍କୁ ବିିଭିନ୍ନ ମହଲରେ ଶୁଭେଚ୍ଛା ଦିଆଯାଇଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories