www.samajalive.in
Saturday, December 6, 2025
23.1 C
Bhubaneswar

ଅସ୍ଥାୟୀ ରତ୍ନଭଣ୍ଡାର ପାଇଁ ସ୍ଥାନ ଚିହ୍ନଟ

ପୁରୀ : ଅସ୍ଥାୟୀ ରତ୍ନଭଣ୍ଡାର ପାଇଁ ସ୍ଥାନ ଚିହ୍ନଟ ହୋଇଛି । ରତ୍ନଭଣ୍ଡାର ମରାମତିବେଳେ ଅଳଙ୍କାର ରଖିବା ପାଇଁ ଏକ ଅସ୍ଥାୟୀ ସ୍ଥାନ ଚିହ୍ନଟ କରାଯାଇଛି । ଅସ୍ଥାୟୀ ଭଣ୍ଡାର ଭିତରେ ଗହଣାଗୁଡିକୁ ଆକାର ପ୍ରକାର ଅନୁଯାୟୀ ବ୍ୟବସ୍ଥିତ ଢଙ୍ଗରେ ରଖାଯିବ । ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ରଥ ସୂଚନା ଦେଇଛନ୍ତି ।

କହିରଖୁଛୁ ରତ୍ନଭଣ୍ଡାର ଖୋଲିବା ନେଇ ଗଠିତ ଯାଞ୍ଚ କମିଟିର ଆଜି ଦ୍ୱିତୀୟ ବୈଠକ ଶେଷ ହୋଇଛି । ଆସନ୍ତା ୧୪ରେ ରତ୍ନଭଣ୍ଡାର ଚାବି ଉପସ୍ଥାପନ ହେବ ବୋଲି ବୈଠକରେ ନିଷ୍ପତି ହୋଇଛି । ଚାବି ଉପସ୍ଥାପନ ସହ ସରକାରଙ୍କୁ ୧୪ରେ ରତ୍ନଭଣ୍ଡାର ଖୋଲାଯିବା ନେଇ ପ୍ରସ୍ତାବ ଦିଆଯିବ । ସରକାରଙ୍କ ପକ୍ଷରୁ ଅନୁମତି ମିଳିଲେ ରତ୍ନଭଣ୍ଡାର ଚାବି ଖୋଲାଯିବ । ରତ୍ନଭଣ୍ଡାର ମରାମତିବେଳେ ଅଳଙ୍କାର ରଖିବା ପାଇଁ ଏକ ଅସ୍ଥାୟୀ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇଛି । ଅସ୍ଥାୟୀ ଭଣ୍ଡାର ଭିତରେ ଗହଣାଗୁଡିକୁ ଆକାର ପ୍ରକାର ଅନୁଯାୟୀ ବ୍ୟବସ୍ଥିତ ଢଙ୍ଗରେ ରଖାଯିବ ।  ଅନ୍ୟପଟେ ରତ୍ନଭଣ୍ଡାର ଖୋଲାଯିବାବେଳେ ଭକ୍ତଙ୍କ ଦର୍ଶନ ଯେପରି ବନ୍ଦ ହେବନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।

ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ରଥଯାତ୍ରା

- Advertisement -

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories