www.samajalive.in
Saturday, December 6, 2025
15.1 C
Bhubaneswar

ଦେଶରେ ପୁଣି ବଢିଲା ପେଟ୍ରୋଲ, ଡିଜେଲ ମୂଲ୍ୟ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପୁନର୍ବାର ଶୁକ୍ରବାର ବୃଦ୍ଧି ଘଟିଛି। ମଇ ୪ ତାରିଖ ପରବର୍ତ୍ତୀ ସମୟରେ ଏହାକୁ ମିଶାଇ ୧୮ଥର ମୂଲ୍ୟ ବୃଦ୍ଧି ଘଟିଲାଣି। ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୨୭ ପଇସା ଏବଂ ଡିଜେଲ ଲିଟର ୨୮ ପଇସା ବୃଦ୍ଧି କରାଯାଇଛି। ଏହାଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ଟ୯୪.୭୬ ଏବଂ ଡିଜେଲ ଲିଟର ଟ୮୫.୬୬ରେ ପହଞ୍ଚିଛି। ଚଳିତ ବର୍ଷ ମଇ ୪ ତାରିଖ ପରବର୍ତ୍ତୀ ସମୟରେ ପେଟ୍ରୋଲ ଲିଟର ମୂଲ୍ୟ ଟ୪.୩୬ ଏବଂ ଡିଜେଲ ଲିଟର ଟ୪.୯୩ ବୃଦ୍ଧି ପାଇସାରିଲାଣି। ମୁମ୍ବଇରେ ପେଟ୍ରୋଲ ଲିଟର ଟ୧୦୦.୯୮ରେ ପହଞ୍ଚିଥିବାବେଳେ ଡିଜେଲ ମୂଲ୍ୟ ଟ୯୨.୯୯ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories