www.samajalive.in
Sunday, December 14, 2025
23.1 C
Bhubaneswar

ଡାଲମିଆ ପକ୍ଷରୁ ଠିକାଦାର ସମ୍ମିଳନୀ

ପାଟଣା: ଡାଲମିଆ ସିମେଣ୍ଟ ପକ୍ଷରୁ ପାଟଣା ମୁଖ୍ୟାଳୟ ବୈତରଣୀ ତଟ ନିକଟରେ ଏକ ଠିକାଦାର ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପାଟଣା, ସାହାରପଡା, ମାଛଗଡ଼ ଅଞ୍ଚଳରୁ ବହୁ ଠିକାଦାର ଯୋଗଦେଇଥିଲେ । ଡାଲମିଆ ପକ୍ଷରୁ ମଙ୍ଗଳ ପ୍ରସାଦ ସାମନ୍ତ, ଶ୍ରୀ ଚନ୍ଦନ, ଶୁଭ ଶଙ୍କର ସ୍ବାଇଁ, ଶରତ କୁମାର ସ୍ୱାଇଁ ଅଜିତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ଏଠାରେ ଠିକାଦାର ମାନେ ଡାଲମିଆ ସିମେଣ୍ଟର ଗୁଣବତ୍ତା ଉତ୍କୃଷ୍ଟ ମାନର ବୋଲି ମତ ଦେଇଥିଲେ। ଶଶିଭୂଷଣ ଷ୍ଟିଲ ହାଉସ, ତ୍ରିଲୋଚନ ମହାନ୍ତ ଓ ମା’ ସୁନାମୁଖୀ ଏଣ୍ଟରପ୍ରାଇଜେସ ମିଳିତ ଭାବେ କାର୍ଯ୍ୟକ୍ରମର ଆୟୋଜନ କରିବା ସହ କର୍ମଶାଳା ପରିଚାଳନା କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories