www.samajalive.in
Saturday, December 13, 2025
21.1 C
Bhubaneswar

ଶିବଭକ୍ତ କାଉଡ଼ିଆଙ୍କ ଅମରକଣ୍ଟକ ଯାତ୍ରା

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ବିରଜୟଗୋବିନ୍ଦପୁର ଶାସନର ୪୦ ଜଣିଆ ଶିବ ଭକ୍ତ କାଉଡ଼ିଆ ମଣ୍ଡଳୀ ଆଜି ରାତ୍ରି ଗାଡ଼ିରେ ଅମରକଣ୍ଟକ ଯାତ୍ରା କରିଛନ୍ତି। ଶ୍ରାବଣ ତୃତୀୟ ସୋମବାରରେ ଅମରକଣ୍ଟକ ପ୍ରସିଦ୍ଧ ଶୈବ ପୀଠରେ ସେମାନେ ଜଳଲାଗି କରିବେ ବୋଲି ପ୍ରତିନିଧି ଦଳର ସଦସ୍ୟ ଚିରଞ୍ଜୀବ ଦାଶ ମତ ଦେଇଛନ୍ତି। ସମସ୍ତ ସଦସ୍ୟମାନେ ଏକ ଘରୋଇ ବସ ପଦ୍ମାବତୀ ଯୋଗେ ଆଜି ସନ୍ଧ୍ୟାରେ ଅମରକଣ୍ଟକ ଯାତ୍ରା କରିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories