ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମ ଡଙ୍ଗାଧର ପୋଲ ନିକଟରୁ ଆଜି ଏକ କୁଟୁରା (କୁଟାରୀ) ଉଦ୍ଧାର ହୋଇଛି। କୁଟୁରାଟିକୁ କୁକୁର ଗୋଡାଉଥିବା ବେଳେ ଗ୍ରାମର ଯୁବକମାନେ ଏହାକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ କୁଟୁରାଟିକୁ ବନ କାର୍ଯ୍ୟାଳୟକୁ ଆଣିଛି। ତେବେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନ ବିଭାଗ ସୂଚନା ଦେଇଛନ୍ତି। ।
Popular Categories



