www.samajalive.in
Sunday, December 14, 2025
26.1 C
Bhubaneswar

୨୦୨୪ ପାଇଁ ପାଟଣା ବିଧାୟକଙ୍କ ପ୍ରାକ ପ୍ରସ୍ତୁତି

ପାଟଣା: ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ପ୍ରତ୍ୟକ୍ଷ ରାଜନୀତିରେ ଛାତ୍ର ଭଳି ଜଣାପଡୁଥିଲେ, ହେଲେ ଏବେ ରାଜନୀତିରେ ଗୁରୁ ପାଲଟି ଗଲେଣି। ସବୁ ପ୍ରକାର ବଳ ପ୍ରୟୋଗ କରି ବିରୋଧୀ ବିଜେପିକୁ ପାଟଣା ନିର୍ବାଚନ ମଣ୍ଡଳୀରେ ଧୂଳି ଚଟାଇବା ପରେ ୨୦୨୨ ପଞ୍ଚାୟତରାଜ ନିର୍ବାଚନକୁ ଭୁଲି ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ପାଟଣା ବିଧାୟକ ଜଗନ୍ନାଥ ନାଏକ ଖାସ ସେଇଥି ପାଇଁ ମଇ ୧୫ରେ ରାଜନୈତିକ ସମର୍ଦ୍ଧନା ସଭା ଭୀମକୁଣ୍ଡ ଠାରେ ଆୟୋଜନ କରାଯାଇଛି। ଏଠାରେ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ଟିକେଟରେ ଏବଂ ସମର୍ଥନରେ ବିଜୟ ଲାଭ କରିଥିବା ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୁଚନା ମିଳିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories