www.samajalive.in
Sunday, December 14, 2025
23.1 C
Bhubaneswar

ସ୍ଥାୟୀ ହେଲେ ୨୮ପ୍ରାଥମିକ ଶିକ୍ଷକ

ପାଟଣା: ୨୦୨୫ରେ ପାଟଣା ବ୍ଲକରେ ନିଯୁକ୍ତି ପ୍ରାପ୍ତ ୨୮ ଜଣ ଠିକା ପ୍ରାଥମିକ ଶିକ୍ଷକଙ୍କୁ ସ୍ଥାୟୀ ଶିକ୍ଷକ ଭାବେ ପଦୋନ୍ନତି ମିଳିଛି। ଆଜି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ପଦୋନ୍ନତି ପତ୍ର ବଣ୍ଟନ ମେଳାରେ ବିଇଓ ପୂର୍ଣଚନ୍ଦ୍ର ଅମାତ, ଏବିଇଓ ସଚ୍ଚିଦାନନ୍ଦ ସେଠୀ, ଅବସର ପ୍ରାପ୍ତ ଆନନ୍ଦପୁର ବିଇଓ ନରୋତ୍ତମ ସାହୁ, ଶିକ୍ଷକ ନେତା କମଳାକାନ୍ତ ପତି ଓ ପ୍ରମୋଦ କୁମାର ମହାନ୍ତଙ୍କ ଉପସ୍ଥିତିରେ ୨୮ ଶିକ୍ଷକଙ୍କୁ ପଦୋନ୍ନତି ପତ୍ର ବଣ୍ଟନ କରାଯାଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories