www.samajalive.in
Sunday, December 14, 2025
26.1 C
Bhubaneswar

୬ଟି ବିଦ୍ୟାଳୟ ବସକୁ ୭୬ ହଜାର ୬୫୩ ଟଙ୍କାର ଚାଲାଣ କଟିଲା

ପାଟଣା: ପରିବହନ କମିଶନରଙ୍କ ନିର୍ଦ୍ଦେଶ ମତେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ବସ ଗୁଡ଼ିକର ଯାଞ୍ଚ ହେଉଛି। ଶୁକ୍ରବାର କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପାଟଣା ମୁଖ୍ୟାଳୟରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଏବଂ ଏକ ଘରୋଇ ବିଦ୍ୟାଳୟର ୩ଟି ବସରୁ ମୋଟ ୭୬ ହଜାର ୫୬୩ ଟଙ୍କାର ଚାଲାଣ କଟାଯାଇଛି। ପରିବହନ ବିଭାଗ ବସ୍‌ର ଟ୍ୟାକ୍ସ ସହ ଫିଟନେସ୍ ଓ ପରମିଟ୍, ପଲ୍ୟୁସନ୍ ଏବଂ ବସ୍ ଚାଳକମାନଙ୍କର ଲାଇସେନ୍ସ ନଥିବାରୁ ଜୋରିମାନା କରାଯାଇଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ ସୂଚନା ମିଳିଛି। କେନ୍ଦୁଝର ଟ୍ରାଫିକ ଇନିସ୍ପେକ୍ଟର ସୁକୁରାମ ସୋରେନ, ସହକାରୀ ଟିଏସଆଇ ଅକ୍ଷୟ କୁଅଁରଙ୍କ ନେତୃତ୍ୱରେ ବସଗୁଡିକର କାଗଜ ପତ୍ର ଯାଞ୍ଚ କରାଯାଇ ଚାଲାଣ କଟାଯାଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories