ପାଟଣା: ବୈତରଣୀରୁ ବେଆଇନ ବାଲି ପରିବହନ କରୁଥିବା ଏକ ହାଇୱା ଓ ଏକ ଡମ୍ପରକୁ ଡେଣୁଆ ନିକଟରୁ ପାଟଣା ତହସିଲଦାର ତାପସ ରଂଜନ ଦେହୁରୀ ଜବତ କରିବା ସହ ଏକ ଉପରେ ଜୋରିମାନା କରିଛନ୍ତି। ବାଲି ଚାଲାଣ ସଂକ୍ରାନ୍ତୀୟ କାଗଜ ପତ୍ର ଦେଖାଇ ନପାରିବାରୁ ଗାଡ଼ି ଦୁଇଟିକୁ ମୋଟ ୫୫ ହଜାର ଟଙ୍କା ଜୋରିମାନା କରାଯାଇଛି। ତହସିଲଦାରଙ୍କ ସହ ରାଜସ୍ବ ପରିଦର୍ଶକ ବନମାଳି ନାୟକ ଓ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଶିବ ପ୍ରସାଦ ମହାନ୍ତ ପ୍ରମୁଖ ଚଢାଉରେ ସାମିଲ ଥିଲେ।
Popular Categories



