www.samajalive.in
Monday, December 15, 2025
26.1 C
Bhubaneswar

ନବବର୍ଷରେ କମ୍ବଳ ବାଣ୍ଟିଲା ବଣିକ ସଂଘ

ପାଟଣା: ଢେଙ୍କିକୋଟ ବଣିକ ସଂଘ ପକ୍ଷରୁ ନବବର୍ଷର ପ୍ରଥମ ଦିନରେ ଉଚ୍ଚା ପୋଲ ନିକଟରେ ତାରିଣୀ ହୁଣ୍ଡି ସ୍ଥାପନର ଶୁଭ ଉଦଘାଟନ ସହ ପୋଲ ତଳେ ଗରିବ ନିଃସହାୟ ଶିଶୁଙ୍କ ଠାରୁ ବୃଦ୍ଧ ବୃଦ୍ଧାଙ୍କ ପାଇଁ ପୁରୁଣା ଓ ନୂଆ ବସ୍ତ୍ର ଗ୍ୟାଲେରୀ ର ଶୁଭ ଉନ୍ମୋଚନ କରାଯାଇଛି। ଏହା ଛଡ଼ା ବଣିକ ସଂଘ ପକ୍ଷରୁ ଗରିବ ଓ ଆଦିବାସୀ ପରିବାର ବୃଦ୍ଧ ବୃଦ୍ଧାଙ୍କୁ ନୂତନ କମ୍ବଳ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ବଣିକ ସଂଘ ସଭାପତି ରାଜ କିଶୋର ସାହୁ, ଉପସଭାପତି ମହେଶ୍ୱର ସାହୁ, ରବି ମହାପାତ୍ର, ସଞ୍ଜୟ କୁମାର ସାହୁ, ସଂପାଦକ ଲଲାଟେନ୍ଦୁ ସାହୁ କାର୍ଯ୍ୟନିର୍ବାହୀ ସଦସ୍ୟ ଅଜୟ ବେଜ୍, ନିଶି ବେହେରା, ଲକ୍ଷ୍ମୀଧର ସାହୁ, ମକରଧ୍ବଜ ସାହୁ, ଶରତ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ମୁଖ୍ୟ ଅତିଥି ଭାବେ ଯୁଗଳ କିଶୋର ଦାଶ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଗୌରୀ ବାରିକ, ସମାଜସେବୀ କୁଳମଣି ମଣ୍ଡଳ, ସେକ କୁଦୁସ ଓ କୃଷ୍ଣ ଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇ ଗରିବ ପରିବାରଙ୍କୁ ୩୦ଟି କମ୍ବଳ ଓ ଅନ୍ୟାନ୍ୟ ବସ୍ତ୍ର ପ୍ରଦାନ କରିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories