ପାଟଣା: ଚମ୍ପୁଆ ବନାଞ୍ଚଳ ଉଖୁଣ୍ଡା ଅଞ୍ଚଳରେ ଉପଦ୍ରବ ଜାରି ରଖିଥିବା ୨୯ ଟିକିଆ ହାତୀପଲ ପାଟଣା ବନାଞ୍ଚଳ ରେ ପ୍ରବେଶ କରିଛନ୍ତି। ୧୧ ଟି ଦନ୍ତା, ୧୨ ଟି ମାଈ ହାତୀ ଓ ୬ଟି ଶିଶୁ ହାତୀ ଥିବା ଦଳ ତୁରୁମୁଙ୍ଗା ତଳ ସାହି ଆମ୍ବ ବଗିଚାରେ ଡେରା ପକାଇଛନ୍ତି। ସନ୍ଧ୍ୟା ପରେ ହାତୀ କେଉଁ ଅଞ୍ଚଳ ମୁହାଁ ହେବେ ବନ ବିଭାଗ ଏହା ଉପରେ ନଜର ରଖିଥିବାବେଳେ ଖିରେଇଟାଙ୍ଗିରି ବନ ପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ବନରକ୍ଷୀ ଡଲିରାଣୀ ସାହୁ ଓ ହାତୀ ସ୍କ୍ୱାର୍ଡ ଘଟଣା ସ୍ଥଳରେ ଜଗି ରହିଛନ୍ତି।
Popular Categories



