www.samajalive.in
Wednesday, December 10, 2025
16.1 C
Bhubaneswar

ପୂର୍ବତନ ରାଷ୍ଟ୍ରପତି ପ୍ରଣବଙ୍କ ଉଦ୍ଦେଶ୍ୟରେ ବାଂଲାଦେଶ ସଂସଦରେ ଶୋକ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ବାଂଲାଦେଶ ପାର୍ଲାମେଣ୍ଟରେ ଗତକାଲି ଏକ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ବାଚସ୍ପତି ସିରିନ୍‍ ସରମିନ୍‍ ଚୌଧୁରୀ ଏହି ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶ୍ରୀ ମୁଖାର୍ଜୀଙ୍କୁ ଜଣେ ସଚ୍ଚା ଦେଶଭକ୍ତ ଭାବେ ବର୍ଣ୍ଣନା କରିବା ସହ ବାଂଲାଦେଶ ସର୍ବଦା ଏହି ନେତାଙ୍କୁ ମନେ ରଖିବ ବୋଲି ଶୋକ ପ୍ରସ୍ତାବରେ କୁହାଯାଇଛି। ଶ୍ରୀ ମୁଖାର୍ଜୀ ଉଭୟ ଭାରତ ଓ ବାଂଲାଦେଶ ଜନସାଧାରଣଙ୍କର ଜଣେ ଶୁଭାକାଂକ୍ଷି ଥିଲେ ବୋଲି କୁହାଯାଇଛି।

ପୂର୍ବରୁ ଏହି ଦିବଙ୍ଗତ ନେତାଙ୍କ ପରଲୋକରେ ବାଂଲାଦେଶରେ ଗୋଟିଏ ଦିନ ପାଇଁ ଜାତୀୟ ଶୋକ ପାଳନ କରାଯାଇଥିଲା। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଭାରତରତ୍ନ ପ୍ରଣବ ମୁଖାର୍ଜୀ ଭବିଷ୍ୟତ ପିଢ଼ିର ନେତାମାନଙ୍କୁ ସର୍ବଦା ପ୍ରେରଣା ଯୋଗାଇବେ ବୋଲି କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories