www.samajalive.in
Tuesday, December 9, 2025
16.1 C
Bhubaneswar

ଦିବ୍ୟାଙ୍ଗ ମୋହନଙ୍କୁ ମିଳିଲା ଟ୍ରାଏ ସାଇକେଲ

ପାପଡାହାଣ୍ଡି: ଦିବ୍ୟାଙ୍ଗ ମୋହନଙ୍କୁ ପ୍ରଶାସନ ତରଫରୁ ମିଳିଲା ଟ୍ରାଏ ସାଇକେଲ । ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ମୋହନଙ୍କୁ ଟ୍ରାଏ ସାଇକେଲ ପ୍ରଦାନ କରିଥିଲେ । ମୋହନ ଜନ୍ମରୁ ଦିବ୍ୟାଙ୍ଗ, ଦୁଇ ଗୋଡ଼ କାର୍ଯ୍ୟକ୍ଷମ କରୁନଥିବାରୁ ସେ ବହୁ କଷ୍ଟରେ ବାଡି ଖଣ୍ଡେ ଧରି ଚଲା ବୁଲା କରୁଥିଲେ । ବିଦ୍ୟାଳୟ ଯିବାକୁ ବହୁତ ଅସୁବିଧା ହେଉଥିଲା । ବାପା ମା’ ବି ବହୁ ଆଡେ ନେଇ ଚିକତ୍ସା କରାଇଥିଲେ । ଏ ନେଇ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଗଣ ମାଧ୍ୟମରେ ଅବଗତ ହେବା ପରେ ଟ୍ରାଏ ସାଇକେଲ ପ୍ରଦାନ କରଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ରଞ୍ଜିତା ମଳିକ ମଧ୍ୟ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories