www.samajalive.in
Sunday, December 14, 2025
26.1 C
Bhubaneswar

ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ୱର – ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍‌ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ତାଙ୍କ ସ୍ୱେଚ୍ଛାକୃତ ଅବସରକୁ ମଞ୍ଜୁର କରିଛି । ସର୍ବଭାରତୀୟ ସେବା ଆଇନ ୧୬(୨କ) ଅନୁସାରେ ମଂଜୁର ହୋଇଥିବା ଜଣା ପଡିଛି ।

 

- Advertisement -

କେନ୍ଦ୍ର କାର୍ମିକ ବିଭାଗର ଅନୁସଚିବ ଏ ନେଇ ବିଜ୍ଞପ୍ତି ପତ୍ର ପ୍ରକାଶକରିଛନ୍ତି । ରାଜ୍ୟ ସରକାରଙ୍କୁ ଏହି ପତ୍ର ପ୍ରେରଣ କରାଯାଇଛି । ତେବେ କେଉଁ କାରଣରୁ ପାଣ୍ଡିଆନ୍‌ ଅବସର ନେଇଛନ୍ତି ତାହା ଜଣା ପଡି ନାହିଁ । ଅକ୍ଟୋବର ୨୦ ତାରିଖରେ ରାଜ୍ୟ ପକ୍ଷରୁ ଏହି ପତ୍ର ପ୍ରେରଣ କରାଯାଇଥିଲା । ମାତ୍ର ତିନିଦିନ ମଧ୍ୟରେ ଏହାକୁ ମଞ୍ଜୁରୀ ମିଳିଥିବା ଜଣା ପଡିଛି ।

 

ତେବେ ପ

 

ତେବେ ଫାଇଭ୍‌ ଟି ସଚିବ ଏତେ ଶୀଘ୍ର ଅବସର ନେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories