ବୌଦ୍ଧ: ହରଭଙ୍ଗା ଥାନା ଗୁଣାସିଙ୍ଗା ଗାଁରେ ଅଘଟଣ। ପଥର ବ୍ଲାଷ୍ଟିଂବେଳେ ଜଣେ ବ୍ୟକ୍ତିଙ୍କ ହାତ ପାପୁଲି ଛିଡ଼ି ଯାଇଛି। ତାଙ୍କର ହାତ ପାପୁଲି ଛିଡ଼ିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବିଲରେ ପଥରକୁ ବ୍ଲାଷ୍ଟିଂ କରିବାବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।



