ବ୍ରଜରାଜନଗର : ବ୍ରଜରାଜନଗର ସ୍ଥିତ ଶ୍ରୀ ଶିରଡି ସାଇ ସେବା ସଂସ୍ଥାନ ପକ୍ଷରୁ ଗୁରୁପୂର୍ଣ୍ଣିମା ଧୁମ ଧାମରେ ପାଳନ କରାଯାଇଛି। ସକାଳୁ ମହାସ୍ନାନ, କକାଡ଼ ଆରତୀ, ନୈବୈଦ୍ୟ, ପୂଜାର୍ଚ୍ଚନା ପରେ ବାବାଙ୍କ ପାଲିଙ୍କି ବାହାରିଥିଲା। ଗାନ୍ଧିଛକ, ମଣ୍ଡଲିୟା, କଟପାଲି ଚକ ଦେଇ ବାଘରାଚକା ହୋଇ ମନ୍ଦିର ପହଂଚି ଥିଲା। ଏଥିରେ ଭକ୍ତ ମାନେ ସାମିଲ ହୋଇ ପୂଜାର୍ଚ୍ଚନା କରି ବାବାଙ୍କ ଦର୍ଶନ ଲାଭ କରିଥିଲେ।
Popular Categories


