www.samajalive.in
Friday, December 5, 2025
20.1 C
Bhubaneswar

ଜାମ୍ମୁ-କାଶ୍ମୀର, ଲାଦାଖ ଓ ଜୁନାଗଡ଼କୁ ନିଜର ଦାବି କଲା ପାକିସ୍ତାନ; ଜାରି କଲା ନୂଆ ନକ୍ସା

ନୂଆଦିଲ୍ଲୀ: ଭାରତକୁ ପୁଣିଥରେ ଉସୁକାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ପାକିସ୍ତାନ । ମଙ୍ଗଳବାର ଇମ୍ରାନ ଖାଁ ସରକାର ଜାରି କରିଥିବା ପାକିସ୍ତାନର ନୂଆ ନକ୍ସାରେ ଲାଦାଖ, ଜାମ୍ମୁକାଶ୍ମୀର ସହିତ ଗୁଜରାଟର ଜୁନାଗଡ଼ ଓ ସରକ୍ରିକକୁ ମଧ୍ୟ ନକ୍ସାରେ ପାକିସ୍ଥାନର ଅଞ୍ଚଳ ବୋଲି ଦର୍ଶାଇଛି ।

ଏହି ନୂଆ ନକ୍ସାରେ ଜାମ୍ମୁକାଶ୍ମୀରକୁ ଭାରତ ଅବୈଧ ଭାବରେ ଜବରଦଖଲ କରିଥିବା ଦର୍ଶାଯାଇଛି । ପାକିସ୍ଥାନ ସରକାରଙ୍କ ଅଧିକାରୀକ ସୂଚନା ଅନୁସାରେ ଏହି ନୂଆ ନକ୍ସା ପାକିସ୍ଥାନର ପାଠ୍ୟକ୍ରମରେ ସାମିଲ କରାଯାଇଛି । ଜାମ୍ମୁକାଶ୍ମୀରରୁ ୩୭୦ ଧାର ଉଚ୍ଛେଦ ଓ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାରର ବର୍ଷପୂର୍ତିର ଗୋଟିଏ ଦିନ ପୂର୍ବରୁ ପାକିସ୍ଥାନ ଏପରି ନୂଆ ବିବାଦ ସୃଷ୍ଟି କରାଇଛି ।

- Advertisement -

ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କ୍ୟାବିନେଟ୍ ବୈଠକରେ ଜାମ୍ମୁକାଶ୍ମୀରକୁ ପ୍ରଥମଥର ପାଇଁ ନିଜର ଅଂଶ ବୋଲି ଦାବି କରିବା ସହ ପାକିସ୍ଥାନର ନୂଆ ରାଜନୈତିକ ନକ୍ସାକୁ ମଞ୍ଜୁରୀ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଏହି ନୂଆ ନକ୍ସାକୁ ଦେଶର ସମସ୍ତ ରାଜନୈତିକ ଦଳ ଓ ଜନସାଧାରଣ ସମର୍ଥନ ଦେଇଛନ୍ତି । ଏହି ନକ୍ସା ଗତବର୍ଷ ଜାମ୍ମୁକାଶ୍ମୀର ପ୍ରସଙ୍ଗ ନେଇ ଭାରତ ସରକାରଙ୍କ ୫ ଅଗଷ୍ଟ ନିଷ୍ପତ୍ତିର ବିରୋଧ କରୁଛି ।

इससे पहले प्रधानमंत्री इमरान खान ने कैबिनेट बैठक की अध्यक्षता की और पहली बार जम्मू-कश्मीर क्षेत्र को अपना हिस्सा बताते हुए पाकिस्तान का नया राजनीतिक नक्शे को मंजूरी दी। इस दौरान इमरान खान ने कहा कि नए नक्शे को सभी राजनीतिक दलों और पाकिस्तान के लोगों का समर्थन है। यह नक्शा पिछले साल जम्मू-कश्मीर में भारत सरकार के 5 अगस्त के फैसले के खिलाफ है।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories