www.samajalive.in
Sunday, December 14, 2025
26.1 C
Bhubaneswar

ଭାରତରେ ଦୀପାବଳୀ ପାକିସ୍ତାନରେ ଧୂଆଁ

ନୂଆଦିଲ୍ଲୀ – ଭାରତରେ ଦୀପାବଳି ପାଳନ ପରେ ବାୟୁ ପ୍ରଦୁଷଣ ହୋଇଥିଲା । ବାୟୁର ଗତି ଉତ୍ତରପଶ୍ଚିମ ଦିଗରେ ଥିବା ଯୋଗୁଁ ପାକିସ୍ତାନର ବିଭିନ୍ନ ସହରରେ ବାୟୁପ୍ରଦୁଷଣ ବୃଦ୍ଧି ପାଇଛି ।

ଲାହୋରରେ ଧୂଆଁ ଭର୍ତ୍ତି ହୋଇଯିବା ଯୋଗୁଁ ଶ୍ୱାସ ଗ୍ରହଣରେ କଷ୍ଟ ଅନୁଭବ ହୋଇଥିଲା । ବିଭିନ୍ନ ସ୍ଥାନରେ ସ୍ମଗ ଗନ୍‌ ରଖାଯାଇ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରାଯାଉଥିବାର ଭିଜୁଆଲ୍‌ ଭାଇରାଲ୍‌ ହୋଇଛି । ଲାହୋରରେ ବାୟୁ ପ୍ରଦୁଷଣ ବୃଦ୍ଧି ପାଇଥିଲା ଏହା ମଙ୍ଗଳବାରରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିଲା ।

- Advertisement -

ପାକିସ୍ତାନର ଲାହୋର, ଫୈସଲାବାଦବାଦ,ଗୁରଜନଓ୍ୱାଲା, ସହିଓ୍ୱାଲ, ମୁଲତାନ ଅଞ୍ଚଳରେ ବାୟୁ ପ୍ରଦୁଷଣ ବୃଦ୍ଧି ପାଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories