ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ରାଜ୍ୟ ସଡ଼କ ଏବଂ ପରିବହନ ନିଗମ(ଓଏସଆରଟିସି) ମୁଖ୍ୟ ହିସାବ ଅଧିକାରୀ(ସିଏଓ) ବିଜୟ ମଙ୍ଗରାଜ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗରାଜଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ଵରର ୬ଟି ଏବଂ ବାରିପଦାର ଗୋଟିଏ ସ୍ଥାନରେ ଏବେ ଚଢ଼ାଉ ଚାଲିଛି। ଭୁବନେଶ୍ଵର କାର୍ଯ୍ୟାଳୟ ସମେତ ନନ୍ଦନ ବିହାର, ପଳାଶୁଣୀରେ ଥିବା ଘରେ ଚଢ଼ାଉ କରାଯାଇଛି।
Popular Categories



