ଦେଶରେ ୨୧୩୫ ଓମିକ୍ରନ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଅତିକ୍ରମ କରିଛି। ଏଯାବତ ମୋଟ ୨୧୩୫ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ୬୫୩,ଦିଲ୍ଲୀରେ ୪୬୪,କେରଳରେ ୧୮୫ , ରାଜସ୍ଥାନରେ ୧୭୪, ଗୁଜରାଟରେ ୧୫୪, ତାମିଲନାଡୁରେ ୧୨୧ ଥିବା ବେଳେ ଓଡିଶାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ରହିଛି।

Comments are closed.