www.samajalive.in
Wednesday, December 10, 2025
14.1 C
Bhubaneswar

ଆଜି ଧନତେରାସ: ଜାଣନ୍ତୁ କେତେ ଅଛି ସୁନା ଦାମ୍‌

ସମାଜ ଡିଜିଟାଲ ଡେସ୍କ: ଆଜି ପବିତ୍ର ଧନତେରାସ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୋୟେରଦଶୀ ତିଥିରେ ଧନତେରାସ ପାଳନ କରାଯାଉଛି । ଆଜିର ଦିନରେ ଘରକୁ କିଛି ସୁନା,ରୂପା, ନୂଆ ବାସନ, ସୁନା, ଧନିଆ, ଝାଡୁ, ଲକ୍ଷ୍ମୀ-ଗଣେଶଙ୍କ ପ୍ରତିମୂର୍ତ୍ତି କିଣି ନେବା ଦ୍ୱାରା ଶୁଭ ହୋଇଥାଏ।

ଆଜି ୨୪କ୍ୟାରେଟ ସୁନାର ଦାମ ୧ଲକ୍ଷ ୩୩ହଜାର ୩୦୦ ରହିଛି । ଧନତେରାସରେ ସୁନା ମହଙ୍ଗା ହୋଇଥିବା ଗ୍ରାହକଙ୍କୁ ବେଶ ବାଧିଛି । ଗତବର୍ଷ ଧନତେରସ ସମୟରେ ପ୍ରତି ୧୦ଗ୍ରାମକୁ ୭୮ହଜାର ୬୧୦ ରହିଥିଲା । ବର୍ଷକରେ ସୁନା ମୂଲ୍ୟ ୬୫.୧୭ପ୍ରତିଶତ ବୃଦ୍ଧି ପାଇଛି । ଏହି ଦର ବୃଦ୍ଧିର କେବଳ ୫୮ପ୍ରତିଶତ ୨୦୨୫ ପ୍ରଥମ ୧୦ମାସରେ ହୋଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories