www.samajalive.in
Friday, December 12, 2025
16.1 C
Bhubaneswar

ଓଡ଼ିଶା ସାଇ ଆଞ୍ଚଳିକ ଏକାଡେମୀକୁ ୫ ପଦକ

କଟକ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ସର୍ବଭାରତୀୟ ଉପ କନିଷ୍ଠ ମାନ୍ୟତା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶା ସାଇ ବ୍ୟାଡମିଣ୍ଟନ ଆଞ୍ଚଳିକ ଏକାଡେମୀର ପ୍ରତିଯୋଗୀମାନେ ୪ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ସହ ୫ଟି ପଦକ ଜିତିଛନ୍ତି। ୧୭ ବର୍ଷରୁ କମ୍‌ ବାଳିକା ଯୁଗଳରେ ପ୍ରଗତି ପରିଡା- ବିଶାଖା ଟପ୍ପୋ, ମିଶ୍ରିତ ଯୁଗଳରେ ପ୍ରଗତି ପରିଡା-ଭାଗର୍ବ ରାମ, ୧୭ ବର୍ଷରୁ କମ୍‌ ବାଳକ ଯୁଗଳରେ ବିଶ୍ବ ତେଜ-ଭାଗର୍ବ ରାମ ଓ ୧୫ ବର୍ଷରୁ କମ୍‌ ମିଶ୍ରିତ ବର୍ଗରେ ଜଙ୍ଗଜିତ୍‌ ସିଂହ ଓ କାଜଲ ଯୋଡ଼ି ସ୍ବର୍ଣ୍ଣ, ୧୭ ବର୍ଷରୁ କମ୍‌ ମିଶ୍ରିତ ବର୍ଗରେ ବିଶାଖା ଟପ୍ପୋ-ବିଶ୍ବ ତେଜ୍‌ ଯୋଡ଼ି ରୌପ୍ୟ ପଦକ ଜିତିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories