www.samajalive.in
Saturday, December 6, 2025
26.1 C
Bhubaneswar

ଜି ଉଦୟଗିରିରେ ବିଗିଡିବାରେ ଲାଗିଛି ଟ୍ରାଫିକ ବ୍ୟବସ୍ଥା

ଜି ଉଦୟଗିରି :  ଜି ଉଦୟଗିରିରେ ଟ୍ରାଫିକ ବ୍ୟବସ୍ଥା ବିଗିଡିବାକୁ ଲାଗିଛି । ଅଞ୍ଚଳର ଏକ ଜନଗହଳିପୂର୍ଣ୍ଣ ସ୍ଥାନ ଲକ୍ଷ୍ମୀ ମାର୍କେଟରେ ଅନେକ ସମୟରେ ଏଥିପାଇଁ ଯାତ୍ରୀଙ୍କୁ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ରାସ୍ତା ସଂକୀର୍ଣ୍ଣ ଥିବା ସହ ଅନେକ ଗାଡି ମଟର ବେଆଇନ ଭାବେ ରାସ୍ତାରେ ପାର୍କ କରୁଥିବାରୁ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବା ସମୟରେ ଯାତାୟତ ପାଇଁ ଅସୁବିଧା ହେଉଛି । ତେଣୁ ତୁରନ୍ତ ଏଥିପାଇଁ ଏକ ବାଇପାସ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି ।

୨ ବାଇକ ମୁହାଁମୁହିଁ ଧକ୍କା, ୨ ମାସର ଶିଶୁ ସହ ମା’ ଗୁରୁତର

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories