୨ ବାଇକ ମୁହାଁମୁହିଁ ଧକ୍କା, ୨ ମାସର ଶିଶୁ ସହ ମା’ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ସାଲାଗୁଡା ପଞ୍ଚାୟତର ପିସୁପଦର ଗାଁ ନିକଟରେ ୨ଟି ବାଇକ ମୁହାଁମୁହିଁ ଧକ୍କାହେବା ଫଳରେ ଜଣେ ମହିଳାଙ୍କ ସହ ତାଙ୍କର ୨ ବର୍ଷର ଶିଶୁ ପୁତ୍ର ଗୁରୁତର ଆହତ ହେବା ସହ ଅନ୍ୟ ୨ ଜଣ ବାଇକ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗୋଛାପଡା ଥାନା କଟରିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା କଣାପାଟି ଗାଁର ମେନକା ବେହେରା ତାଙ୍କ ଭାଇ ଦୁଃଶାସନ ବେହେରା ଓ ତାଙ୍କର ଏକ … Continue reading ୨ ବାଇକ ମୁହାଁମୁହିଁ ଧକ୍କା, ୨ ମାସର ଶିଶୁ ସହ ମା’ ଗୁରୁତର