ପାଲଲହଡ଼ା: ଏକ ସିରିଜ୍ କାର ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଛନ୍ତି । ଜଣଙ୍କ ପରେ ଜଣଙ୍କୁ ଏକ କାର୍ ଧକ୍କା ଦେଇଛି । ତାଳଚେର ଗଣେଶ ପୂଜା ନିକଟରେ ଅଚାନକ ଏକ କାର୍ ରାସ୍ତାରେ ଥିବା ଗାଡିଗୁଡିକୁ ଏବଂ ଲୋକଙ୍କୁ ଲଗାତର ଧକ୍କା ଦେଇଥିଲା । ଏଥିରେ ୨୫ରୁ ଅଧିକ ଲୋକ ଆହତ ହୋଇ ଅନୁଗୁଳ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି । ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ କାରକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି ।
Popular Categories



