www.samajalive.in
Friday, December 5, 2025
26.1 C
Bhubaneswar

କାର ସହିତ ୪୬୦ ଲିଟର ମଦ ଜବତ

ଆଠଗଡ : ଆଠଗଡ ଅବକାରୀ ବିଭାଗ ପକ୍ଷରୁ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନଡୁଆପଡା ନିକଟରୁ ଏକ କାର ସହିତ ୪୬୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଅବକାରୀ ଉପଅଧିକ୍ଷକ ସିଏଚ ତିରୁପତିଙ୍କ ନେତୃତ୍ବରେ ନିରୀକ୍ଷକ ରବି ନାରାୟଣ ପ୍ରଧାନ,  ଉପନିରୀକ୍ଷକ ଅରୁଣ କୁମାର ଭୋଇ ଓ ଅନ୍ଯ କର୍ମଚାରୀ ଉକ୍ତ ରାସ୍ତାରେ ପେଟ୍ରୋଲିଂ ବେଳେ  ଏକ ମାରୁତି କାରକୁ ଅଟକାଇ ଯାଞ୍ଚ କରିବାବେଳେ ସେଥିରେ ଦେଶୀମଦ ଚାଲାଣ ହେଉଥିବା ଦେଖିଥିଲେ। କାରରେ ଥିବା ଚାଳକ ଘଣ୍ଟିଖାଲ ଫାଣ୍ଡି ଅନ୍ତର୍ଗତ ମହାକାଳବସ୍ତ ଗ୍ରାମର ସର୍ବେଶ୍ୱର ପ୍ରଧାନଙ୍କୁ ଗିରଫ କରିବା ସହିତ ଗାଡି ଓ ମଦ ଜବତ କରିଥିଲେ । ଗିରଫ ଅଭିଯୁକ୍ତକୁ ଅଦାଲତ ଚାଲାଣ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories