ଭୁବନେଶ୍ବର : ବେଆଇନ ଚାନ୍ଦା ଆଦାୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପାର୍ବଣ ଋତୁରେ ନିରାପତ୍ତା ଓ ସୁରକ୍ଷା ନେଇ ସମୀକ୍ଷା ବୈଠକ ପରେ ଏମିତି ସୂଚନା ଦେଇଛନ୍ତି ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ । ପାର୍ବଣ ଋତୁରେ ବେଆଇନ୍ ଚାନ୍ଦା ଆଦାୟ ରୋକିବା ପାଇଁ ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ଏସ୍ପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
Popular Categories



