ଦିଗପହଣ୍ଡି: ଦୁଇ ବୁଲେଟ୍ ମୁହାଁମୁହିଁ ଧକ୍କାରେ ବାପପୁଅ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଜରଡ଼ା ଥାନା ଠଣ ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାପପୁଅ ଗାଁକୁ ଫେରିବା ବେଳେ ବିପରୀତ ପଟରୁ ଆଉ ଏକ ବୁଲେଟ୍ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି ।
Popular Categories



