www.samajalive.in
Sunday, December 14, 2025
23.1 C
Bhubaneswar

୨୪ ଘଣ୍ଟା ଭିତରେ ଚୋରି ସାମଗ୍ରୀ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ଗୋଡଭଗା ଗୋଲକ ନଗରର ଏମ୍ ବାଳକିଶୋର୍ ରାଓ ତାଙ୍କ ଘରୁ ଚୋରି ହୋଇଥିବା ଅତାବିରା ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରଖିଥିଲେ। ଚୋରିର ମାତ୍ର ୨୪ ଘଣ୍ଟା ଭିତରେ ପୋଲିସ ଉକ୍ତ ଚୋର ସହ ଚୋରି ସାମଗ୍ରୀକୁ ଠାବ କରିବାରେ ସଫଳ ହୋଇଛି। ଏହି ଦୁର୍ବୃତ୍ତ ଜଣକ ହେଲେ ବୁର୍ଲା ଥାନା ଅନ୍ତର୍ଗତ ଝାର୍ମୁଣ୍ଡା ଗ୍ରାମର ନିରନ୍ ସୁନା ଓରଫ ଡନ (୧୯ )। ତାକୁ ଆଜି ସେହି ଗୋଲକ ନଗରରେ ଗିରଫ କରି ଚୋରି କରିଥିବା ଗୋଟିଏ ସ୍କୁଟି, ଗୋଟିଏ ସ୍ମାର୍ଟ ଫୋନ୍, ନଗଦ ତିନି ହଜାର ଟଙ୍କା, ଏଟିଏମ୍ କାର୍ଡ ଓ ଗୋଟିଏ ଆଧାର କାର୍ଡ, ଗୋଟିଏ ଲୁହ ପ୍ଲାଶ ଓ ଗୋଟିଏ ଟେଷ୍ଟର ଜବତ କରିଛି। ଏହାକୁ ଭିତ୍ତି କରି କେସ ରୁଜୁ କରି ଦୁର୍ବୃତ୍ତକୁ କୋର୍ଟ ଚାଲାଣ କରାଯାଇ ଥିବା ଜଣାପଡିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories