ବୌଦ୍ଧ: ବୌଦ୍ଧ ଜ଼ିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳା ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ ବୌଦ୍ଧ ଜ଼ିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ। ଏହି ଅବସରରେ ଜ଼ିଲ୍ଲାପାଳ ନିଜ ସହଧର୍ମିଣୀଙ୍କ ସହ ମିଶି ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସହ ହୋଲି ଉତ୍ସବକୁ ମଧ୍ୟ ପାଳନ କରିଥିଲେ।
Popular Categories



