www.samajalive.in
Sunday, December 14, 2025
26.1 C
Bhubaneswar

ଚାନ୍ଦବାଲିରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଚାନ୍ଦବାଲି: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଚାନ୍ଦବାଲି ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଜୁ ସ୍ମୁତି ଭବନ ପରିସରରେ ଓ ଏନଏସି ପ୍ରଶାସନ ପକ୍ଷରୁ ସ୍ମାର୍ଟ ପାର୍କ ଠାରେ ଯୋଗ ଦିବସ ପାଳନ କରାଯାଇଥିଲା। ବିଜୁ ସ୍ମୁତି ଭବନରେ ତହସିଲଦାର ଭବତୋଷ ମଲ୍ଲିକ ଯୋଗ ଦେଇଥିବା ବେଳେ ଯୋଗ ଗୁରୁ ସୂର୍ଯ୍ୟକାନ୍ତ ନାୟକ ଯୋଗ ଶିଖାଇଥିଲେ। ସେହି ପରି ସ୍ମାର୍ଟ ପାର୍କ ଠାରେ ଏନ ଏ ସି ଅଧକ୍ଷା ଶାନ୍ତିଲତା ସେଠୀ ପ୍ରଦୀପ ପ୍ରଜ୍ୱଳନ କରି ଯୋଗ ଗୁରୁ ସୁଯ୍ୟକାନ୍ତ ମହାନ୍ତିଙ୍କ ଦ୍ଵାରା ଯୋଗ ଶିକ୍ଷା ଆରମ୍ଭ କରିଥିଲେ।

ଉଭୟ ସ୍ଥାନରେ ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ, ବିଭିନ୍ନ ବର୍ଗର ବୁଦ୍ଧିଜୀନୀ ଯୋଗ କାର୍ଯ୍ୟକ୍ରମରେ ରେ ଭାଗ ନେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories