କଟକ: ଓଡ଼ିଶା ଭେଟରାନ୍ ସ୍ପୋର୍ଟସ ପର୍ସନ ଆସୋସିଏସନ୍ ଆନୁକୁଲ୍ୟରେ ମିଶନ ରୋଡ଼ ସ୍ଥିତ ନିଉ ଷ୍ଟୁଆର୍ଟ ସ୍କୁଲ୍ ପଡିଆ ଠାରେ ଆଜି ବୁଧବାର ଦିନ ଅନୁଷ୍ଠିତ ହେଉଥିବା ୧୨ ତମ ସିନିୟର୍ ବସନ୍ତ ଦାସ ସ୍ମାରକୀ ଏବଂ ଜୁନିୟର ୨୪ ତମ ଡାକ୍ତର ଭଗବାନ୍ ଦାସ ସ୍ମାରକୀ ଆନ୍ତ ବିଦ୍ୟାଳୟ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ସିନିୟର୍ ବିଭାଗର ଫାଇନାଲ ଖେଳରେ ଖାନ ନଗର ଏମ ପି ଏଲ ସରକାରୀ ହାଇସ୍କୁଲ ଏବଂ ଜୁନିୟର ବିଭାଗର ତେଲେଙ୍ଗା ବଜାର ଶିଶୁ ଭାରତୀ ଚମ୍ପିୟାନ ହେଇ ବସନ୍ତ ଦାସ ସ୍ମାରକୀ ଏବଂ ଡାକ୍ତର ଭଗବାନ୍ ଦାସ ସ୍ମାରକୀ ଟ୍ରଫି ହାସଲ କରିଛନ୍ତି।
Popular Categories



