କଣ୍ଟାବାଞ୍ଜି: ଗୋଂଡ଼ୱାନା ଗୋଣ୍ଡ ମହାସଭା ତରଫରୁ ମହାରାଷ୍ଟ୍ର ପ୍ରଦେଶର ଅମରବତୀ ଜ଼ିଲ୍ଲା ଅଧିନସ୍ଥ ଗୋବିନ୍ଦ ପୁର ଠାରେ ଆୟୋଜିତ ତ୍ରୀ-ଦିବସୀୟ ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସଭାରେ ବଲାଙ୍ଗୀର ଜିଲ୍ଲା ଗୋଣ୍ଡ ସମାଜର ଯୁବନେତା ଗିରିରାଜ ସିଂ ମାଝୀଙ୍କୁ ଓଡିଶା ରାଜ୍ୟ ଗୋଣ୍ଡ ସମାଜର ମହାସଚିବ ରୂପେ ମନୋନୀତ କରାଯାଇଛି।
Popular Categories



