www.samajalive.in
Monday, December 8, 2025
13.1 C
Bhubaneswar

ଶରତ ପୂର୍ଣମୀ ଅବସରରେ କ୍ଷୀରି ବଣ୍ଟନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ରାମମନ୍ଦିର ପରିସରରେ ଶରତ ପୁର୍ଣିମା ଅବସରରେ ମଧ୍ୟରାତ୍ରରେ ମାଁ ଲକ୍ଷ୍ମୀଙ୍କ କ୍ଷୀରି ଭୋଗ ଲାଗିବା ପରେ ପୁର୍ଣିମା ଜହ୍ନ ଦର୍ଶନ ପରେ କ୍ଷୀରି ଭୋଗ ଅର୍ପଣ ପରେ, ଭକ୍ତ ଗଣ ଭୋଗ ପାଇ ସୌଭାଗ୍ୟ ଲାଭ କରିଥାନ୍ତି। ପ୍ରଭୁ ଶ୍ରୀରାମ ମନ୍ଦିର ପୂଜକ ଜିତେନ୍ଦ୍ର ପାଠକ ମଧ୍ୟ ରାତ୍ରରେ କ୍ଷୀରି ଭୋଗ ଲଗାଇ ଚାନ୍ଦ ଦର୍ଶନ କରିବା ପରେ ଶ୍ରୀରାମ ପ୍ରଭାତ ଫେରି କୀର୍ତନ ମଣ୍ଡଳୀ ତରଫରୁ ଶତାଧିକ ଭକ୍ତଙ୍କୁ ଆଜି ଭୋର ପର୍ଯ୍ୟନ୍ତ ଭୋଗ ବଣ୍ଟନ କରିଥିଲେ। ଶ୍ରୀରାମ ପ୍ରଭାତ ଫେରି ମଣ୍ଡଳୀ କ୍ଷୀରି ଭୋଗର ଆୟୋଜନ କରିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories