www.samajalive.in
Sunday, December 14, 2025
23.1 C
Bhubaneswar

ଢେଙ୍କିକୋଟରେ ବିଜେପିର ସଦସ୍ୟତା ଅଭିଯାନ

ପାଟଣା: ଢେଙ୍କିକୋଟ ପଞ୍ଚାୟତରେ ବିଜେପିର ନୂତନ ସଦସ୍ୟତା ଅଭିଯାନ ହୋଇଛି। ଢେଙ୍କିକୋଟ ପଞ୍ଚାୟତର ଢେଙ୍କିକୋଟ ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ସହ ସାଂସଦ ଅନନ୍ତ ନାୟକ ନୂତନ ସଦସ୍ୟତା ଅଭିଯାନ କରିଥିବା ବେଳେ ଟିକିରା ଗ୍ରାମରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ, କପାସପଡା ଗ୍ରାମରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ ଏବଂ ଲଙ୍ଗଳକଣ୍ଟି ଗ୍ରାମରେ ସାଂସଦଙ୍କ ଧର୍ମପତ୍ନୀ ତଥା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ଲବଙ୍ଗଲତା ନାୟକ, ଜିଲ୍ଲା ମିଡ଼ିଆ ସେଲ ପ୍ରମୁଖ ଜୟଦେବ ଗିରିଙ୍କ ସହ କାର୍ଯ୍ୟକର୍ତ୍ତା ମାନେ ଘର ଘର ବୁଲି ନୂତନ ସଦସ୍ୟତା ଅଭିଯାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶ୍ୱରଞ୍ଜନ ପୃଷ୍ଟି, ରାକେଶ କୁମାର ସାହୁ, ଅଶେଷ କୁମାର ସାହୁ, ଗତିକୃଷ୍ଣ ଦଳେଇ, ସୌମ୍ୟପ୍ରକାଶ ମଣ୍ଡଳ, ସନାତନ ନାୟକ, ଚନ୍ଦ୍ରମୋହନ ନାୟକ, ଅଭିଜିତ ମହାପାତ୍ର, ଅନିଲ ନାୟକ, ମହିଳା ନେତ୍ରୀ ରେଶମା ଦାସ ପ୍ରମୁଖ ସାମିଲ ଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories