ପିପିଲିରେ ରକ୍ତଦାନ ଶିବିର, ୨୦୨ ୟୁନିଟ୍‌‌ ରକ୍ତ ସଂଗ୍ରହ

ପିପିଲି: ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ଅବସରରେ ରବିବାର ଦିନ ପିପିଲି ଠାରେ ଏକ ବୃହତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ୨୦୨ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଭୁବନେଶ୍ୱର ବିଏମ୍‌‌ସି ବ୍ଲଡ୍‌‌ ବ୍ୟାଙ୍କର ଡାକ୍ତର କଲ୍ୟାଣ କୁମାର ସରକାର ଓ ପୁରୀ ବ୍ଲଡ୍‌‌ ବ୍ୟାଙ୍କର ଡାକ୍ତର ଦୀପକ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଭୟ ରକ୍ତ ଭଣ୍ଡାରର କର୍ମଚାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ସଂପାଦନ କରିଥିଲେ।

Comments are closed.