କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ଏବଂ ଅଖପାଖ ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ଘୋଷ ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ, ତୁହାକୁ ତୁହା ବର୍ଷାରେ ମାଉସୀ ମାଁଙ୍କ ଘରୁ ଫେରିଲେ ତିନି ଠାକୁର ସହରରେ ପବିତ୍ର ରଥଯାତ୍ରା ଠାରୁ ନ ଦିନ ଧରି ଚାଲିଥିବା ଘୋଷ ଯାତ୍ରା ସମ୍ପନ୍ନ ପରେ କାଲି ଅପରାହ୍ନରେ ସହରର ଶାନ୍ତି ଫିଲିଙ୍ଗ ନିକଟ ମାଉସୀ ମାଁ ଅସ୍ଥାୟୀ ମନ୍ଦିରଠାରୁ ପୁରାନି ବସ୍ତି ଜଗନ୍ନାଥ ମନ୍ଦିର, ରୋଡ ନଂ ୧ ଅନିଲ ସୋନିଙ୍କ ଘର ଅସ୍ଥାୟୀ ମାଉସୀମା ଘରୁ ଆଶ୍ରାମପଡା ଜଗନ୍ନାଥ ମନ୍ଦିର ଏବଂ ଦୀର୍ଘ ୧୨ ବର୍ଷ ହେବ ସ୍ଥାନୀୟ ଇଲେକଟ୍ରିକ କଲୋନୀରୁ ଠାରୁ ନିଆରାରଥ ଟଣା ଯାଇ ଭକ୍ତଗଣ ବର୍ଷାରେ ଭିଜି ଭିଜି ରଥ ଟାଣି ମନ୍ଦିରରେ ପହଞ୍ଚାଇଥିଲେ।
Popular Categories



