www.samajalive.in
Saturday, December 6, 2025
23.1 C
Bhubaneswar

ମହିଳାଙ୍କୁ ତିନିଶହ ଗଛ ବାଣ୍ଟିଲେ ବନବିଭାଗ 

କନ୍ଧମାଳ: ଫିରିଙ୍ଗିଆ ପଞ୍ଚାୟତ ତରଫରୁ ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ବୃକ୍ଷ ବଣ୍ଟନ କରାଯାଇଛି। ଫିରିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟା ମୌସୁମୀ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ମହିଳା ମହାସଂଘ ସଭାନେତ୍ରୀ ମାମୁନି ପ୍ରଧାନ, ଏମ୍ବିକେ ବୈଜୟନ୍ତୀ ସାହୁ, ବିଜେପି ଏସସି ମୋର୍ଚା ଫିରିଙ୍ଗିଆ ବ୍ଲକ ମହିଳା ସଭାପତି ସମ୍ପତି ଡିଗାଲ, ବ୍ଲକରେ କାର୍ଯ୍ୟରତ ସମସ୍ତ ସିଆରପି ଉପସ୍ଥିତ ଥିଲେ। ଅନ୍ୟପଟେ ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଗ୍ରାମଂଚଳରୁ ଆସିଥିବା ମହିଳା ମାନଙ୍କୁ ପ୍ରାୟ ତିନିଶହଟି ବୃକ୍ଷ ବଣ୍ଟନ କରାଯାଇଥିବା ବେଳେ ଏହି ସମସ୍ତ ଗଛକୁ ଫିରିଙ୍ଗିଆ ବନବିଭାଗ ବିନା ମୂଲ୍ୟରେ ଯୋଗାଇ ଦେଇଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories