www.samajalive.in
Saturday, December 6, 2025
26.1 C
Bhubaneswar

ଘଣ୍ଟିଖାଲରେ ବିଜେପିର କର୍ମୀ ସମ୍ମିଳନୀ

ଗୁରୁଡ଼ିଝାଟିଆ: ତୃଣମୂଳସ୍ତରରେ ଦଳର ସ୍ଥିତିକୁ ସଂଗଠିତ କରି ସରକାରଙ୍କ ଲୋକାଭିମୁଖି ଯୋଜନାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ବିଭିନ୍ନ ଖଳ ପ୍ରକୃତିର ଲୋକଙ୍କ ଔଦ୍ଧତ୍ୟକୁ ପ୍ରତିହତ କରିବା ନିମନ୍ତେ ଆଜି ସନ୍ଧ୍ୟାରେ ଘଣ୍ଟିଖାଲ ପଞ୍ଚାୟତର ବିଜେପି କର୍ମୀଙ୍କ ଏକ ସମ୍ମିଳନୀ ଜେନେକା ଠାକୁରାଣୀ ପୀଠରେ ଅନୁଷ୍ଠିତ ହୋଇଛି। ଉପସ୍ଥିତ କର୍ମୀମାନେ ଆଠଗଡ଼କୁ ନୂତନ ଭାବେ ଗଢିବା ପାଇଁ ଶପଥ ନେଇଥିଲେ। ବରିଷ୍ଠ କର୍ମୀ ବିମ୍ବାଧର ବିଶୋଇ, ବିଜୟ କୁମାର ଧଳ, ଭାସ୍କର ମହାନ୍ତି, ପ୍ରଶାନ୍ତ କୁମାର ରାଉତ, ମାନସ ସ୍ୱାଇଁ, ମହେଶ୍ୱର ସ୍ୱାଇଁ ପ୍ରମୁଖ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ। ଆଜିର ଏହି ସମ୍ମିଳନୀରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories