ପାଟଣା: ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ଦିନ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପାଟଣା ବ୍ଲକର ୫ ଟି ପଞ୍ଚାୟତ ମୂଷାଖୋରୀ, ଚିନାମାଳୀ ପଶି, ଡୁମୁରିଆ, ଏରେଣ୍ଡେଇ ଓ ପଲାଣୀଘାଟି ଗ୍ରାମପଞ୍ଚାୟତରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପଞ୍ଚାୟତ ସ୍ତରୀୟ ନିର୍ବାଚନ ସଭାରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ, ପାଟଣା ବ୍ଲକ ପର୍ଯ୍ୟବେକ୍ଷକ ଦିପକ ରାଜ୍, ୨୩ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ୨୩ ନଂ ଜୋନ୍ ସଂଯୋଜକ ସଞ୍ଜିତ କୁମାର ଚକ୍ର ଯୋଗ ଦେଇଥିଲେ।
Popular Categories



