bjd gruha runa banner

ରାଜନଗରରେ ବିଜେଡ଼ିର ମହିଳା ସମାବେଶ

bjd  ek lkhya koti banner

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପାଟଣା ବ୍ଲକ ରାଜନଗର ଗ୍ରାମପଞ୍ଚାୟତର ରାଜନଗର ଠାରେ ବିଜୁ ମହିଳା ଜନତା ଦଳର ସଭାପତି ମହିମା ରାଉତଙ୍କ ନେତୃତ୍ୱରେ ବିଜୁଜନତା ଦଳକୁ କେମିତି ସୁଦୃଢ କରାଯିବ ଏବଂ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ଏବଂ ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ସେହି ବିଷୟରେ ଆଲୋଚନା ହୋଇଥିଲା। ଏଠାରେ ମୁଖ୍ୟ ଅତିଥି ଭାବରେ ପାଟଣା ବ୍ଲକ ଅଧକ୍ଷା ସୁକାନ୍ତି ନାଏକ ଏବଂ ବିଜୁଜନତା ଦଳ ର ମହିଳା ସଭାପତି ସୁକାନ୍ତି ମହାନ୍ତ ଯୋଗ ଦେଇ ବିଜୁମହିଳା ଜନତା ଦଳର କର୍ମକର୍ତ୍ତାଙ୍କୁ ଦୁଇଟି ଶଙ୍ଖରେ ଭୋଟ ଦେଇ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ।

Comments are closed.