ଫୁଲବାଣୀ: କନ୍ଧମାଳ ଜିଲା ପିରିକୁଡି ଗ୍ରାମରେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମହିଳାଙ୍କ ଦ୍ୱାରା ଆହୁତ ଏହି ସମାବେଶର ନେତୃତ୍ୱ ସୁବାସ ଯାନୀ ଓ ନବାତି ଯାନୀ ନେଇଥିଲେ। ‘ମୋ କନ୍ଧମାଳ, ମୋ ଅଧିକାର‘ ଏହି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରମେଶ ଚନ୍ଦ୍ର ମହାନ୍ତି ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନା ବିଷୟରେ ବିଶେଷ ଆଲୋଚନା କରିଥିଲେ।
Popular Categories



