www.samajalive.in
Saturday, December 6, 2025
14.1 C
Bhubaneswar

ନକଲି ସାର ବିକିଲେ ଯିବେ ଜେଲ୍ – ଉପମୁଖ୍ୟମନ୍ତ୍ରୀ

ସମାଜ ବ୍ୟୁରୋ : ନକଲି ସାର ବିକିଲେ ଜେଲ୍ ଯିବାନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । “ଏ ନେଇ ଜିଲ୍ଲାପାଳଙ୍କୁ ନର୍ଦ୍ଦେଶ ଦିଆଯାଇଛି । ଯେଉଁଠି ଧରା ପଡିବେ ସେମାନଙ୍କୁ ଜେଲ୍ ପଠାଯିବ” । କୃଷକମାନଙ୍କୁ ଠିକ୍ ସମୟରେ ୟୁରିଆ ସହିତ ଅନ୍ୟାନ୍ୟ ସାର ଉପଲବ୍ଧ କରାଇବାକୁ ଓ ଅବୈଧ ମୂଲ୍ୟ ବୃଦ୍ଧି ରୋକିବାରେ ଏହା ସହାୟକ ହେବ ବୋଲି କୁହାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories