ପୁଣି ଚିଟଫଣ୍ଡ ଠକେଇ ଅଭିଯୋଗ, ନିର୍ବାହୀ ନିଦେର୍ଶକ ଗିରଫ
ଭୁବନେଶ୍ବର: ପୁଣି ଚିଟଫଣ୍ଡ ଠକେଇ ଅଭିଯୋଗରେ ନିର୍ମଳ ଚିଟଫଣ୍ଡ ସଂସ୍ଥାର ନିର୍ବାହୀ ନିଦେର୍ଶକ ଗିରଫ ହୋଇଛନ୍ତି । ନିର୍ବାହୀ ନିଦେର୍ଶକ ନିରଞ୍ଜନ ସକସେନା ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି । ସିବିଆଇ ତାଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରି ଟ୍ରାନଜିଟ୍ ରିମାଣ୍ଡରେ ଆଣିଛି । ନିର୍ମଳ ଚିଟଫଣ୍ଡ ସଂସ୍ଥା ଓ ନିର୍ବାହୀ ନିଦେର୍ଶକ ନାମରେ ୪୩୧ କୋଟିର ଠକେଇ ଅଭିଯୋଗ ହୋଇଥିଲା ।