www.samajalive.in
Saturday, December 6, 2025
26.1 C
Bhubaneswar

ରାତି ଖାଇବାରେ ସାମିଲ କରନ୍ତୁ ଏହି ଖାଦ୍ୟ ଦୂର ହେବ ବହୁ ସମସ୍ୟା

ସୁସ୍ଥ ରହିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ ଅଟେ। ମାତ୍ର ବହୁ ଲୋକେ ଏହି କଥା ପ୍ରତି ବିଶେଷ ଧ୍ୟାନ ଦେଇନଥାଆନ୍ତି। କାର୍ଯ୍ୟାଳୟରେ କାମ କରୁଥିବା ଲୋକେ ଓ ପାଠ ପଢୁଥିବା ପିଲାମାନେ ନିଜ କାମ ପାଇଁ ରାତିରେ ବିଳମ୍ବରେ ଶୋଇଥାଆନ୍ତି। ଏହି କାରଣରୁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବହୁ କୁପ୍ରଭାବ ପଡ଼ିଥାଏ। ଏପରି କିଛି ଖାଦ୍ୟଦ୍ରବ୍ୟକୁ ରହିଛି ଯାହାକୁ ରାତିରେ ନିୟମିତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ। ଜାଣନ୍ତୁ ତାହା କ’ଣ ….
ପରିବା ଆମଲେଟ –
ପରିବା ଆମଲେଟରେ ବହୁ ପ୍ରକାରର ପନିପରିବା ରହିଥାଏ। ଏହି କାରଣରୁ ଏଥିରେ ଫାଇବର, ପ୍ରୋଟିନ ସହ ଅନ୍ୟାନ୍ୟ ପୋଷକତତ୍ତ୍ୱ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ  ପ୍ରୋଟିନ ମିଳିଥାଏ। ଫଳରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇନଥାଏ।
ଦଲିଆ –
ଦଲିଆରେ ଫାଇବର ଅଧିକ ପରିମାଣରେ ରହିଥାଏ। ଏହାକୁ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇନଥାଏ। ଅଧିକ ସମୟ ପେଟ ପୂରିବା ପରି ରହେ। ଏହା ଓଜନହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏହାକୁ ରାତିରେ ଖାଇବା ଦ୍ୱାରା ନିଦ ମଧ୍ୟ ଭଲ ଭାବେ ହୋଇଥାଏ।
ବାଦାମ ଓ ଫଳ
ରାତିରେ ବାଦାମ ଓ ଫଳ ଖାଇଲେ ଏହା ଶରୀର ପାଇଁ ଖୁବ ଲାଭଦାୟକ ଅଟେ। ଏହାକୁ ଖାଇବା ଦ୍ୱାରା ରାତିରେ ଭଲ ନିଦ ହେବା ସହ ପେଟ ପୂରି ରହିଥାଏ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories