www.samajalive.in
Saturday, December 6, 2025
14.1 C
Bhubaneswar

ଚିତ୍ତରଞ୍ଜନ ସେବାସଦନ: ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ଼, ମହିଳା କର୍ମଚାରୀ ଆହତ

ନିଆଳି: କଟକର ନିଆଳିସ୍ଥିତ ଚିତ୍ତରଞ୍ଜନ ସେବାସଦନରେ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ଚିତ୍ତରଞ୍ଜନ ସେବାସଦନର ଜଣେ ପୁରୁଷ କର୍ମଚାରୀଙ୍କ ଛୁରାମାଡ଼ରେ ସହଯୋଗୀ ମହିଳା କର୍ମଚାରୀ ଆହତ ହୋଇଛନ୍ତି।
ନିଆଳି ଚିତ୍ତରଞ୍ଜନ ସେବାସଦନର ପୁରୁଷ କର୍ମଚାରୀ ସେଠାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଛୁରାମାଡ଼ କରିଥିଲେ। ଫଳରେ ମହିଳା କର୍ମଚାରୀ ଆହତ ହୋଇଥିଲେ। ଛୁରାମାଡ଼ ପରେ ଚିତ୍ତରଞ୍ଜନ ସେବାସଦନ କର୍ତ୍ତୃପକ୍ଷ ପୁରୁଷ କର୍ମଚାରୀଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଅଭିଯୁକ୍ତ ପୁରୁଷ କର୍ମଚାରୀଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲେ। ପ୍ରେମ ବ୍ୟାବାରକୁ ନେଇ ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories