www.samajalive.in
Saturday, December 6, 2025
16.1 C
Bhubaneswar

ଦିନ ୧୧ଟା ସୁଦ୍ଧା ମୁଖ୍ୟ ଖବର

– ଗଞ୍ଜାମରେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର ; ୨ ମୃତ, ୧୧ ଆହତ, ଘଟଣାସ୍ଥଳରେ ଜଣେ ଓ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ, ଆହତମାନଙ୍କୁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଛି…

-ଭୁବନେଶ୍ବର : ମା’ କାଳୀଙ୍କ ମନ୍ଦିରରୁ ଲୁଟିନେଲେ ସୁନା ଅଳଙ୍କାର ଓ ଟଙ୍କା ପଇସା…

- Advertisement -

– କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଓଲମା ଗାଁରେ ଅଘଟଣ: ପରିବାର ଲୋକଙ୍କୁ ତାଲା ପକାଇ ନେଇଗଲେ ୨୫ ଭରିର ସୁନାଗହଣା….

-ଦିଲ୍ଲୀରୁ ଫେରାର ପୂର୍ବତନ ବିଡ଼ିଓଙ୍କୁ ଗିରଫ କଲା ଭିଜିଲାନ୍ସ : ୮ ବର୍ଷ ହେବ ଫେରାର ଥିଲେ ବିଡ଼ିଓ ରମେଶ ସାହୁ : ଦିଲ୍ଲୀ କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ୍‌ରେ ଓଡ଼ିଶା ଅଣାଯାଇଛି….

– ଯୋଡ଼ା ଶ୍ରାବଣ ପାଇଁ ବନ୍ଦ ଥିଲା ଜଳଲାଗି, ଆଜିଠୁ ପୁଣି ଜଳାଭିଷେକ କରୁଛନ୍ତି କାଉଡିଆ….

– ଆସନ୍ତା ୨୩ରୁ ପୁଣି ପ୍ରବଳ ବର୍ଷା ହେବ: ୧୭ ଜିଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର….

-ସମ୍ବଲପୁର : ମାଆ ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ…

– ଇତିହାସ ରଚିବାକୁ ଯାଉଛି ଇସ୍ରୋ : ଚନ୍ଦ୍ରଠାରୁ ଖୁବ୍ କମ ଦୂରରେ ରହିଛି ଚନ୍ଦ୍ରଯାନ-୩ । ଫାଇନାଲ ଡିବୁଷ୍ଟିଂ ପ୍ରକ୍ରିୟା ସଫଳ ହେବା ପରେ ସହଜ ଅବତରଣ ନେଇ ଆଶା ଦୃଢ଼ୀଭୂତ…

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories